exciseodisha @exciseodisha
Official Handle of Excise Department, Government of Odisha. excise.odisha.gov.in Bhubaneshwar, India Joined June 2017-
Tweets480
-
Followers46K
-
Following51
-
Likes155
A proud moment for Odisha under the leadership of Hon'ble CM Shri @MohanMOdisha. The Centre for Wildlife Health at College of Veterinary Science & Animal Husbandry, Odisha University of Agriculture & Technology, Bhubaneswar has become the first laboratory in the country to receive NABL Accreditation (ISO/IEC 17025:2017) for wildlife forensics and veterinary testing. This achievement strengthens Odisha’s capacity in wildlife health surveillance, disease diagnostics and forensic support, reaffirming state's commitment to scientific excellence. @OdishaUniversi1 @pccfodisha @ForestDeptt
🚨 Enforcement Action | 20.05.2026 Flying Squad detected an Excise Case at Thakurmuda, Mayurbhanj and seized 307.04 quintals of illegally stored Mohua Flower from an unlicensed godown. The accused has been arrested and forwarded to judicial custody. @CMO_Odisha @PrithivirajBJP
MGQ (Minimum Guaranteed Quantity) ପରିବର୍ତ୍ତେ MGER (Minimum Guaranteed Excise Revenue) ର ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି @BJP4Odisha @BJP4India @CMO_Odisha @PMOIndia @exciseodisha #ExciseDepartment #revenuecycle #Odisha #PrithivirajHarichandan
ଆଜି ଲୋକସେବା ଭବନଠାରେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନ ଲଟେରୀ ପ୍ରକ୍ରିୟାରେ କିଭଳି ଅଧିକ ସ୍ୱଚ୍ଛତା ଓ ପାରଦର୍ଶିତା ଆସିପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲି। ଏହି ବୈଠକରେ NIC (ଏନ.ଆଇ.ସି) ଟିମ୍ ଯୋଗ ଦେଇଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରେଜେଣ୍ଟେସନର ବିସ୍ତୃତ ସମୀକ୍ଷା କଲି। ବିଶେଷ ଭାବେ ଅଫ୍ ସପ୍ , ଅନ୍ ସପ୍ ଏବଂ ପ୍ରିମିୟମ ଲିକର ସପ୍ ଗୁଡ଼ିକର ଆବଣ୍ଟନ ପ୍ରକ୍ରିୟା ସମ୍ପର୍କିତ ପ୍ରେଜେଣ୍ଟେସନର ଅନୁଧ୍ୟାନ କରାଯାଇଥିଲା। ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳର ବ୍ୟବହାର କରି କିଭଳି ଲଟେରୀ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇପାରିବ, ସେହି ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍.ଏସ୍. ଗୋପାଳନ, ଅବକାରୀ ବିଭାଗର କମିଶନର ଶ୍ରୀମତୀ ପି.ଅନ୍ବେଷା ରେଡ୍ଡୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ NIC ଟିମ୍ ଉପସ୍ଥିତ ଥିଲେ। @BJP4Odisha @BJP4India @CMO_Odisha @PMOIndia @exciseodisha #LiquorShop #lottery #ExciseDepartment #Odisha #PrithivirajHarichandan
ଆଜି ଲୋକସେବା ଭବନଠାରେ ଅବକାରୀ ବିଭାଗର ନୂତନ ନୀତିରେ MGQ (Minimum Guaranteed Quantity) ପରିବର୍ତ୍ତେ MGER (Minimum Guaranteed Excise Revenue) ର ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି। ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ ଦିଆଯାଇଛି। ଏହି ନୂତନ ବ୍ୟବସ୍ଥାର ସଫଳ ରୂପାୟନ ଏବଂ ଏହାର କାର୍ଯ୍ୟକାରିତାକୁ କିଭଳି ଅଧିକ ଫଳପ୍ରଦ ଓ ସୁଦୃଢ଼ କରାଯାଇପାରିବ, ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କଲି। ଏହି ବୈଠକରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍.ଏସ୍. ଗୋପାଳନ, ଅବକାରୀ ବିଭାଗର କମିଶନର ଶ୍ରୀମତୀ ପି. ଅନ୍ବେଷା ରେଡ୍ଡୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @BJP4Odisha @BJP4India @CMO_Odisha @PMOIndia @exciseodisha #ExciseDepartment #revenuecycle #Odisha #PrithivirajHarichandan
ଆଜି କୋଣାର୍କ ଇକୋ ରିଟ୍ରିଟ୍ ଠାରେ ଆୟୋଜିତ Orientation-cum-Sensitization କର୍ମଶାଳାରେ ଯୋଗଦେଇ ଅବକାରୀ ବିଭାଗର ସୁଦୃଢିକରଣ, ପାରଦର୍ଶିତା ଏବଂ ଶୃଙ୍ଖଳାବଦ୍ଧ ପ୍ରଶାସନ ପ୍ରତି ଆମ ସରକାରଙ୍କ ଅତୁଟ ସଙ୍କଳ୍ପକୁ ବର୍ଣ୍ଣନା କରିଛି।
ଆଜି କୋଣାର୍କ ଇକୋ ରିଟ୍ରିଟ୍ ଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ Orientation-cum-Sensitization କର୍ମଶାଳାରେ ବିଭାଗର ପ୍ରମୁଖ ଶାସନ ସଚିବ, ଅବକାରୀ କମିଶନର , ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶର ଉଚ୍ଚ ପଦସ୍ଥ ଅଧିକାରୀ ତଥା ଅବକାରୀ କମିଶନରଙ୍କ ସମେତ ସମସ୍ତ ଜିଲ୍ଲାର ଅବକାରୀ ଅଧିକ୍ଷକମାନଙ୍କ ସହ ଏକ ବିଶେଷ ମୂହୁର୍ତ୍ତରେ.... ସମନ୍ୱୟ, ସଚେତନତା ଓ ଟିମ୍ୱର୍କ ମାଧ୍ୟମରେ ଅବକାରୀ ବିଭାଗକୁ ଆହୁରି କାର୍ଯ୍ୟକ୍ଷମ କରିବାରେ ଆମେ ସମସ୍ତେ ପ୍ରତିବଦ୍ଧ।
ରାଜ୍ୟ ସାଧାରଣ ବଜେଟ୍ରେ ଅବକାରୀ ରାଜସ୍ବ ଆୟ ଲକ୍ଷ୍ୟ (୨୦୨୬-୨୭ ନିମିତ)– ଟ. ୧୦୯୦୦.୦୦ କୋଟି (VAT ଅନାଦେୟ), କାର୍ଯ୍ୟାଳୟ କୋଠାବାଡି ନିମିତ ବ୍ୟୟ ବରାଦ - ଟ ୪୫.୦୦ କୋଟି, ବାସଗୃହ ନିମିତ ବ୍ୟୟ ବରାଦ – ଟ. ୩୫.୦୦ କୋଟି ଟଙ୍କା ମଞ୍ଜୁର. @CMO_Odisha @PrithivirajBJP @excisecomm
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବ ଅବସରରେ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୮୫ (୧) ଓ (୨) ଅନୁଯାୟୀ ତଦନ୍ତ ଓ ପ୍ରମାଣ ସଂଗ୍ରହର ଗୁଣବତ୍ତା ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ରେଡ୍ ସମୟରେ ଏନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧି କାର୍ଯ୍ୟ କରିବେ, ଯାହା ଦ୍ୱାରା ତଦନ୍ତକାରୀ ଅଫିସରମାନେ କୋର୍ଟରେ ଭିଡିଓ ପ୍ରମାଣ ଉପସ୍ଥାପନ କରିପାରିବେ। ଏହାର ଫଳରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ଖସି ପାରିବେ ନାହିଁ। ଆଗାମୀ ଦିନରେ ଅବକାରୀ କର୍ମଚାରୀ ଓ ଅଫିସରମାନଙ୍କୁ ସଶସ୍ତ୍ର ବାହିନୀର ମର୍ଯ୍ୟାଦା ଦେବା ପାଇଁ ପ୍ରକ୍ରିୟା ଚାଲିଛି।
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ର ଉଦଘାଟନୀ ଉତ୍ସବ ସମାରୋହରେ ଆର୍ଥିକ ବର୍ଷ ୨୦୨୫–୨୦୨୬ ମଧ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣ ବିରୋଧରେ ସଫଳ ଚଢ଼ାଉ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ଶ୍ରେଷ୍ଠତା ପରିଦର୍ଶନ କରିଥିବା ବିଭିନ୍ନ ଜିଲ୍ଲା ଗୁଡ଼ିକୁ ସମ୍ମାନିତ କରିଛି। ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଫଳରେ ପୂର୍ବରୁ ଚାଲିଆସୁଥିବା ଅନେକ ବେଆଇନ ନିଶା କାରବାର ଉପରେ ନିୟନ୍ତ୍ରଣ ସମ୍ଭବ ହୋଇଛି। ଆଗାମୀ ଦିନରେ 'ଗାଁ' ରୁ ' ସହର' ପର୍ଯ୍ୟନ୍ତ ସମ୍ପୂର୍ଣ ଓଡ଼ିଶାକୁ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ତଥା ଯୁବ ସମାଜକୁ ନିଶା କବଳରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର। #ExciseDepartment #DrugFreeOdisha #StateExciseSports
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ସମାରୋହରେ ଯୋଗଦେଇ ଚ଼ଳିତ ବର୍ଷ (୨୦୨୫-୨୦୨୬)ର ଅବକାରୀ ବିଭାଗର ସଫଳତାର ବିବରଣୀ ପ୍ରଦତ୍ତ ଏକ ପୁସ୍ତକ ଉନ୍ମୋଚତି ହୋଇଛି। ଏହି ପୁସ୍ତକରେ ଆମ ସରକାରଙ୍କ ଅବକାରୀ ବିଭାଗର ସଂକଳ୍ପ,ସାଧନା ଓ ଉପଲବ୍ଧି ସମ୍ପର୍କରେ ସ୍ଥାନିତ ହୋଇଛି। #StateExciseSports2026 #Cuttack #SportsForUnity #ExciseDepartment
‘ଏନଫୋର୍ସମେଣ୍ଟରେ ଯାଉଥିବା ଅବକାରୀ କର୍ମଚାରୀଙ୍କୁ ଦିଆଯିବ ବଡି କ୍ୟାମେରା। ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ଥାନାକୁ ବଡି କ୍ୟାମେରା ଦିଆଯିବ ।’ - ପୃଥ୍ୱୀରାଜ ହରିଚନ୍ଦନ, ଅବକାରୀ ମନ୍ତ୍ରୀ #OdishaPolicy #ExciseDept #PrithvirajHarichandan #OTV
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ ଠାରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲି । କ୍ରୀଡ଼ା ମାଧ୍ୟମରେ କର୍ମଚାରୀମାନଙ୍କ ମଧ୍ୟରେ ସମନ୍ୱୟ, ସ୍ୱାସ୍ଥ୍ୟ ଓ ଶୃଙ୍ଖଳାବୋଧକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ।
‘‘ଓଡ଼ିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ଆମ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଅପମିଶ୍ରିତ, ବିଷାକ୍ତ ଓ ଚୋରା ମଦ କାରବାର ରୋକିବା ଲାଗି ଥିବା ଆଇନକୁ କଡ଼ାକଡ଼ି ପାଳନ କରାଯାଉଛି। ତା’ଛଡ଼ା ବେଆଇନ ନିଶା ଓ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି।
ଏହି ଅବସରରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅବକାରୀ କମିଶନର ଶ୍ରୀମତୀ ପି.ଅନ୍ବେଷା ରେଡ୍ଡୀ, ଆନ୍ତର୍ଜାତୀୟ କ୍ରୀଡାବିତ୍ ତଥା ଅଲମ୍ପିଆନ୍ ଡ଼ଃ ଅନୁରାଧା ବିଶ୍ଵାଳ,ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ପିଙ୍କି ପ୍ରଧାନଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ସମାରୋହ ଅବସରରେ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅବକାରୀ କର୍ମଚାରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ମିଳିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କଲି।
ଏହି ପ୍ୟାରେଡ୍ ଅତ୍ୟନ୍ତ ଶୃଙ୍ଖଳାବଦ୍ଧ ଓ ଚିତାକର୍ଷକ ଥିଲା, ଯାହା ଅବକାରୀ କର୍ମଚାରୀମାନଙ୍କ ଶୃଙ୍ଖଳାବୋଧ ଓ ଦାୟିତ୍ୱନିଷ୍ଠାର ସ୍ପଷ୍ଟ ପରିଚୟ ଅଟେ। #StateExciseSports2026 #Cuttack #SportsForUnity #ExciseDepartment
ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ। ଏହି ଅବସରରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀବୃନ୍ଦଙ୍କ ତରଫରୁ ସ୍ନେହଭରା ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ମୋର ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରୁଛି। #StateExciseSports2026 #Cuttack #SportsForUnity
ଏହି ଅବସରରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅବକାରୀ କମିଶନର ଶ୍ରୀମତୀ ପି.ଅନ୍ବେଷା ରେଡ୍ଡୀ, ଆନ୍ତର୍ଜାତୀୟ କ୍ରୀଡାବିତ୍ ତଥା ଅଲମ୍ପିଆନ୍ ଡ଼ଃ ଅନୁରାଧା ବିଶ୍ଵାଳ,ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ପିଙ୍କି ପ୍ରଧାନଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।
ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ, ୫୧ତମ ରାଜ୍ୟ ଅବକାରୀ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନ କରିବା ସହ ଅବକାରି ବିଭାଗର ସଫଳତାର ବିବରଣୀ ପ୍ରଦତ୍ତ ଏକ ପୁସ୍ତକ ଉନ୍ମୋଚତି କରିଛନ୍ତି | ଏହି ପୁସ୍ତକରେ ଅବକାରୀ ବିଭାଗର ସଂକଳ୍ପ,ସାଧନା ଓ ଉପଲବ୍ଧି ସମ୍ପର୍କରେ ସ୍ଥାନିତ ହୋଇଛି।
I & PR Department, Od... @IPR_Odisha
800K Followers 89 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
Sambad (ସମ୍ବ�... @sambad_odisha
479K Followers 112 Following Tweets from Sambad - the largest circulated Odia Daily.
BMC @bmcbbsr
325K Followers 80 Following Official account of Bhubaneswar Municipal Corporation (BMC), Government of Odisha.
Odisha Police @odisha_police
475K Followers 130 Following Official handle of Police Department, Odisha State, India.
Mousumi Mohanty @MousumiMohanty2
58K Followers 1K Following Senior Reporter @Kanak_news--- Beats I Cover Congress, Airport, Weather ----Views are my personal.. Alumni of IIMC,Dhenkanal
Collector and Distric... @dm_puri
140K Followers 119 Following This is the Official Twitter Account of Puri District Administration (Odisha) #DistrictAdministrationPuri
Swayam Prakash @swayam4Odisha
34K Followers 1K Following Social Media Cell @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ
H & FW Dept Odisha @HFWOdisha
611K Followers 102 Following Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Collector & DM, Balan... @CollectorBgr
38K Followers 120 Following Office of the Collector & District Magistrate, Balangir, Odisha, Pin-767001
Higher Education Depa... @DHE_Odisha
219K Followers 56 Following Official X Handle of Higher Education Department, Government of Odisha
Aboli Naravane @Abolinaravane
30K Followers 261 Following Mother, पुणेकर, admirer of SRT, Civil Servant, Dance n Fitness Enthusiast and Traveller. posts and this handle are personal
ଶ୍ରିଲେଖ... @shrilekhajena
36K Followers 2K Following ଟ୍ୱିଟର ଗାର୍ଲ , youth leadership award -2024 by @PPL NEWS ବିଜେତା ଏବଂ Women Achiever award -2025 by @news7 &Prameya
Argus News @ArgusNews_in
51K Followers 111 Following Argus News, from Digital to Satellite, is the voice of 4.5 Cr ODIAS YT:- https://t.co/NcTzjcEO6n FB:- https://t.co/DXnYQlg3AF Insta:- https://t.co/rC09h8ICs4
ଓଡ଼ିଆ ଭ�... @Culturedeptt
74K Followers 116 Following Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.
Collector & DM, Bales... @DMBaleshwar
86K Followers 103 Following Official Twitter account of the Collector and District Magistrate, Baleshwar .Presently Shri Suryawanshi Mayur Vikas, I.A.S.
E&IT Department Odish... @EIT_Odisha
88K Followers 160 Following Official Twitter handle of Electronics & Information Technology Department, Government of Odisha. All posts free for use under- CC by 4.0
Tukuni Sahu @TukuniSahu
36K Followers 264 Following Ex-MLA TITILAGARH Dist President Biju Janata Dal,Bolangir Tweets are personal,RT is not endorsement
DEEPA BARIK @CharubalaB
13K Followers 5K Following #TwitterGirl| #SocialWorker| Recipient of #JatiNandighoshaConclaveAward2021 @NandighoshaTV| #WomenAchieverAward2021 @prameyaodia |Tweets are personal
COMMISSIONERATE POLIC... @cpbbsrctc
225K Followers 67 Following Dedicated to the cause of safer and better Bhubaneswar-Cuttack through community driven policing. Help us help you. We are listening. WE CARE, WE DARE
Arbind Biswal @I_Arbind
38 Followers 317 Following Im Arbind Biswal and it's my YouTube Channel :- @uniquevideotour
Debabrata Sahoo @Debabra27537230
1 Followers 86 Following
Jogindar Shaw @JogindarShaw6
1 Followers 22 Following
Sangita @sangita_shree
0 Followers 60 Following
Debdas Paikaray @PaikarayDe1810
0 Followers 14 Following
biranchi nayak @biranchinayak63
0 Followers 67 Following
Rohit bhai Jay Shri R... @bhai_ram202
1 Followers 100 Following
maneswar sahoo @maneswar_sahoo
4 Followers 58 Following
Dipak Kumar Sahoo @DipakKu72970613
1 Followers 58 Following
Saipanda @saiwt0g
0 Followers 14 Following
sujata nayak @SUJATA_MANI2000
0 Followers 91 Following
Amit Nayak @ERAmitNayak
0 Followers 36 Following
Goutam Kumar @GoutamKuma960
0 Followers 23 Following
Dhruti Sundar Panda @PandaDhruti
0 Followers 47 Following
madhuree Panigrahi @madhusree33
1 Followers 45 Following
MO SEVA KENDRA TYENDA... @tyendakuraGP
2 Followers 68 Following ମୋ ସେବା କେନ୍ଦ୍ର ତେଣ୍ଡାକୁଡ଼ା ଗ୍ରା.ପ Garadpur,Kendrapara,Odisha-754134
Jyoti Enterprises @Jyoti690068
0 Followers 128 Following
sumanta kumar nayak @sumanta1k
11 Followers 151 Following
Partha Sarathi Samant... @ParthaIndia1
27 Followers 136 Following
S.K. Nayak @NayakSiddh35805
0 Followers 10 Following
Manthana @m_anthan07
3 Followers 218 Following 🌟 Curious soul | Lifelong learner | Adventure seeker 🗺️ | Embracing the journey one step at a time | Passionate about politics, books, and nature 📚🌿
Nikhil kumar sahoo @nikes13199
4 Followers 242 Following
Bibhuti Bhusan @Bibhuti43738847
0 Followers 119 Following Always to the point. No hush-hush business. Ready for bitter truth rather than sweet lies.
AJIT MAHARANA @AjitMaharana365
5 Followers 151 Following
Amit Kumar Biswal @biswal_ami74094
3 Followers 98 Following
Sabyasachi pradhan @Sabyasachi7750
1 Followers 49 Following
Rajendra Pal @Rajendra5230
8 Followers 223 Following
DEEPAK KUMAR PRADHAN @DEEPAKK25787286
3 Followers 210 Following
Patel Meetul @PMeetul44034
62 Followers 725 Following
ସୌରଭ || Soura... @sahoosourav6
22 Followers 137 Following 🔸️Everyone is Different , Be YOURSELF 😎 💘Maa (ମା)🫅🏻 📍ତୁଳସୀ କ୍ଷେତ୍ର-cum- ଭୁବନେଶ୍ବର 🔸️ Jay Jagannath ⭕️‼️⭕️
Bhupendra Gohe @BhupendraGohe
741 Followers 7K Following
subrata mukherjee @subratamukd1
51 Followers 2K Following serampore district social media CO-CONVENAR
pradeep bariha @BarihaPrad58709
2 Followers 57 Following
Ganthi Katha | ଗଣ... @Ganthi_Katha
2 Followers 74 Following ଗଣ୍ଠି କଥା | Ganthi Katha Where satire meets the bitter truth. We question political decisions through wit, humor, and sharp commentary.
Jogesh Kumar Sahoo @JSCreations8260
9 Followers 274 Following
I & PR Department, Od... @IPR_Odisha
800K Followers 89 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
Odisha Sports @sports_odisha
166K Followers 211 Following Official account of Department of Sports and Youth Services, Govt. of Odisha. #OdishaForSports | FB: sports.odisha | Insta: sports_odisha
MoSarkar 5T @MoSarkar5T
160K Followers 20 Following Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
H & FW Dept Odisha @HFWOdisha
611K Followers 102 Following Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Higher Education Depa... @DHE_Odisha
219K Followers 56 Following Official X Handle of Higher Education Department, Government of Odisha
କୃଷି ବି�... @krushibibhag
133K Followers 42 Following Official account of Department of Agriculture & Farmers' Empowerment, Government of Odisha
ଓଡ଼ିଆ ଭ�... @Culturedeptt
74K Followers 116 Following Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.
E&IT Department Odish... @EIT_Odisha
88K Followers 160 Following Official Twitter handle of Electronics & Information Technology Department, Government of Odisha. All posts free for use under- CC by 4.0
COMMISSIONERATE POLIC... @cpbbsrctc
225K Followers 67 Following Dedicated to the cause of safer and better Bhubaneswar-Cuttack through community driven policing. Help us help you. We are listening. WE CARE, WE DARE
FoodOdisha @Food_Odisha
105K Followers 136 Following Food Supplies & Consumer Welfare Department, Government of Odisha
Panchayati Raj and Dr... @PRDeptOdisha
126K Followers 895 Following Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice
H & UD Dept @HUDDeptOdisha
184K Followers 501 Following Housing & Urban Development Department, Government of Odisha
Fisheries & ARD Depar... @farddepartment
62K Followers 292 Following Official handle of Odisha's Fisheries & Animal Resources Development Department. Committed to growth, sustainability & livelihoods.
Revenue & DM Departme... @rdmodisha
165K Followers 21 Following Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର
ବାଣିଜ୍ୟ... @CTOdisha
104K Followers 252 Following C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.
Collector & DM, Malka... @dm_malkangiri
13K Followers 137 Following Office of the District Magistrate, Malkangiri
DISTRICT URBAN DEVELO... @duda_mayurbhanj
794 Followers 49 Following Official X Handle of District Urban Development Agency,Mayurbhanj.
Sudarsan Pattnaik @sudarsansand
757K Followers 1K Following Official Twitter account of International Sand Artist & Padma Shri Awardee , #SudarsanPattnaik
Office of Development... @DC_Odisha
8K Followers 50 Following Plan, Implement & Co-ordinate strategies for overall Development of the State.
Excise Commissioner, ... @excisecomm
403 Followers 28 Following ଚୋରା ମାଦକ ଦ୍ରବ୍ୟ ଓ ଅପମିଶ୍ରିତ ମଦକୁ ମୂଳୋତ୍ପାଟନ କରିବା;ନିରାପଦ, ବୈଧ ଓ ଗୁଣବତ୍ତାଯୁକ୍ତ ସୁରIପIନୀୟ ର ଯୋଗାଣ ଏବଂ ଦାୟିତ୍ୱ ସମ୍ପନ୍ନ ସେବନ ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ I
Odisha State Beverage... @OSBCLTD
26 Followers 0 Following
Prithiviraj Harichand... @PrithivirajBJP
18K Followers 751 Following Cabinet Minister Of Law, Works & Excise Government of Odisha।। MLA ,Chilika Assembly Constituency ।।Ex President Utkal University Students Union.
EducationOdisha @SMEOdisha
297K Followers 49 Following Department of School & Mass Education, Govt. of Odisha. #EducationForAll
Skill Development and... @SDTEOdisha
55K Followers 338 Following Official account of Skill Development and Technical Education Department, Government of Odisha. #SkilledInOdisha
Samabaya Bibhaga @Coop_Odisha
65K Followers 68 Following Official X Handle of Cooperation Department, Government of Odisha
ChiefSecyOdisha @SecyChief
302K Followers 51 Following The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
Dr.Surjya Narayan Pat... @SurjyaOfficial
18K Followers 151 Following Ex-Speaker of the Odisha Legislative Assembly | MLA Digapahandi Assembly Constituency | Telegram Channel- https://t.co/QcxFkIWPdb
Mission Shakti @mission_shakti
61K Followers 74 Following Official account of #MissionShakti. Empowering women through #SHG. Now part of Department of Mission Shakti, Government of Odisha
Startup Odisha @startup_odisha
8K Followers 92 Following A Govt. of Odisha initiative to create a conducive environment for Startups through innovation & create a world-class ecosystem .
Planning & Convergenc... @PCDept_Odisha
24K Followers 59 Following Planning & Convergence Department plays a major role in evolving effective and sustainable strategies for overall development of the State.
Odisha Forest, Env. a... @ForestDeptt
93K Followers 101 Following Official Twitter handle of the Forest, Environment and Climate Change Department. Government of Odisha.
PEdepartmentodisha @PEOdisha
10K Followers 7 Following
Energy Odisha @EnergyOdisha
123K Followers 72 Following Energy Department, Government of Odisha|| Mission: reliable, affordable and quality power for all || Energy transition for sustainable future||
Odisha Tourism @odisha_tourism
1.2M Followers 136 Following Think India, Think Odisha. Official Twitter handle Odisha Tourism, Government of Odisha #OdishaTourism #EcoRetreatOdisha
Finance Department @FdOdisha
185K Followers 84 Following Official Account of Finance Department, Government of Odisha.
SSEPD @SSEPD2
75K Followers 223 Following The Official X Handle of Social Security and Empowerment of Persons with Disabilities Department, Government of Odisha.
Home Department, Govt... @homeodisha
182K Followers 114 Following Official Account | Home Department, Govt. of Odisha, Bhubaneswar | Ensuring Governance, Security & Public Service | 📞 0674-2390411 | 📧 [email protected]
Department of WCD, Go... @WCDOdisha
80K Followers 126 Following Changing lives through advocacy, policy & awareness. Join us in our mission to empower women & children. #WomenEmpowerment #ChildRights #AdvocacyMatters
Deptt. of Water Resou... @OdishaWater
106K Followers 116 Following Pʟᴀɴ, Dᴇᴠᴇʟᴏᴘ, ᴀɴᴅ Mᴀɴᴀɢᴇ ᴛʜᴇ Wᴀᴛᴇʀ Rᴇsᴏᴜʀᴄᴇs ᴏf ᴛʜᴇ sᴛᴀᴛᴇ ᴏf Oᴅɪsʜᴀ #OdishaWater #Watergavarnance #WaterResources
Science & Tech Dept, ... @ScAndTechOdisha
36K Followers 69 Following Official handle of Department of Science and Technology, Government of Odisha
Invest Odisha @InvestInOdisha
71K Followers 184 Following All you need to know about investing in Odisha, India's top investment hub! Explore the policies, growth prospects and more. #InvestInOdisha
MS&ME Odisha @MsmeDepartment
44K Followers 6 Following This is the official twitter handle of MS&ME Department, Government of Odisha.
Handlooms,Textiles & ... @HTH_Odisha
29K Followers 159 Following Official Twitter handle of Department of Handlooms, Textiles & Handicrafts, Government Of Odisha.
Labour & ESI Dept. Go... @LESIOdisha
59K Followers 68 Following It is the Nodal Department for formulating Plans, Policies and programmes for development of Labourers including child labourers.





















